Bhubaneswar
ଭୁବନେଶ୍ବରରେ ନିଶାଡିର ବିଭତ୍ସ ହତ୍ୟାକାଣ୍ଡ,ନର୍ସ ସ୍ତ୍ରୀ ଓ ଝିଅର ଗଳା କାଟି ଗିରଫ
(ଭୁବନେଶ୍ୱର, ଚନ୍ଦନ ପାଇକରାୟ ):-ନିଶାଡି ନିଶା ପାଇଁ ପରିବାରର ସମସ୍ତଙ୍କୁ ହତ୍ୟା କଲା Ι ନିଜ ସ୍ତ୍ରୀର ଗଳାକାଟି ହତ୍ୟା କରିବା ପରେ 6 ବର୍ଷର ଝିଅର ତଣ୍ଟି ଚିପି ଦେଲା Ι କେବଳ ଟିକିଏ ବ୍ରାଉନସୁଗାର ଖାଇବାକୁ ପାଇଲା ନାହିଁ ବୋଲି Ι ନିଶା ନ ଖାଇ ପାଗଳ ପ୍ରାୟ ହୋଇ ଯାଇଥିବା ଯୁବକ ଜଣକ ନିଜ ଉପରେ ନିୟନ୍ତ୍ରଣ ହରାଇବା ସହ ପରିବାରରର ସମସ୍ତଙ୍କୁ ହତ୍ୟା କରିବା ପାଇଁଭୁବନେଶ୍ବରରେ ନିଶାଡିର ବିଭତ୍ସ ହତ୍ୟାକାଣ୍ଡ,ନର୍ସ ସ୍ତ୍ରୀର ଗଳା କାଟି ଓ ଝିଅର ତଣ୍ଟି ଚିପି ଗିରଫ Ι
Jun 9,2022, 16:04 PM IST
Cyclone Asani
ଭୟଙ୍କର ହେଲା "ଆସାନି ବାତ୍ୟା " ବଡ ରେସକ୍ୟୁ ଅପରେସନରେ ଉଦ୍ଧାର ହେଲେ ୧୧ ମତ୍ସ୍ୟଜୀବୀ
ଆସ୍ତେ ଆସ୍ତେ ଭୟଙ୍କର ହେଉଛି ଆସାନି ବାତ୍ୟା lଏହି ସମୟରେ ଏକ ବଡ ଚିତ୍ର ସମସ୍ତଙ୍କୁ ଆଶର୍ଯ୍ୟା କରିଛି I ୧୧ ଜଣ ମତ୍ସ୍ୟଜୀବୀ ଅଶାନ୍ତ ସମୁଦ୍ରରେ ଫସି ଯାଇଥିଲେ lଯାହାକୁ ଓଡିଶା ସରକାରଙ୍କ ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରୟାସରେ ,ଏହି ବଡ ରେସ୍କୁ ଅପରେସନ କରାଯାଇ ଥିବା ଚିତ୍ର ସାମ୍ନାକୁ ଆସିଛି l ବାତ୍ୟା ପୁରୀ ସମୁଦ୍ରର ସ୍ଥଳଭାଗ ଠାରୁ ୫оо କିଲୋମିଟର ଦୂରରେ ଦକ୍ଷିଣ ପୂର୍ବ ଦିଗରେ ଅବସ୍ତିତ ⵏ ଏହା ୧о ତାରିଖ ରାତ୍ରି ସମୟରେ ସ୍ଥଳ ଭାଗ ଛୁଇଁବା ଆଶଙ୍କା କରାଯାଇଛି I ବାତ୍ୟା ଆସାନି ଆନ୍ଦ୍ର ଓ ଓଡିଶା ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ ଆନୁମାନ କରିଛି l ଏଥିପାଇଁ ସରକାରଙ୍କ ତରଫରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିରକୁ ଯିବା ପାଇଁ ସମ୍ପୂର୍ଣ ବାରଣ କରାଯାଇଛି l
May 9,2022, 19:55 PM IST
Domestic gas cylinder price
ବର୍ଷକରେ ୬ ଥର ବଢିଲାଣି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ; ଦର ବୃଦ୍ଧିକୁ ତେଜିଲା ରାଜନୀତି
ଗୋଟିଏ ବର୍ଷ ମଧ୍ୟରେ ପାଖାପାଖି ୬ ଥର ଘରୋଇ ରନ୍ଧନ ଗ୍ୟାସ ଦରରେ ୨୦୦ ଟଙ୍କା ବୃଦ୍ଧି ହୋଇଛି।
May 7,2022, 23:29 PM IST
BJD Congress Targets Union water Resources Minister over Mahanadi Water Dispute
ସରୁ ନାହିଁ ମହାନଦୀ ଜଳ କ୍ରୀଡା ରାଜନୀତି
ମହାନଦୀ ଉପରେ ଛତିଶଗଡ ତିଆରି କରିଥିବା ବ୍ୟାରେଜ ସପକ୍ଷରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କହିବା ସହ ଓଡିଶା ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିବା କଥା କହିଛନ୍ତି।
Apr 30,2022, 18:13 PM IST
Agricultural Product Production
ରାଜ୍ୟରେ ବୃଦ୍ଧି ପାଇଛି କୃଷିଜାତ ଦ୍ରବ୍ୟର ଉତ୍ପାଦନ: କୃଷିମନ୍ତ୍ରୀ
ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି କୃଷି ମନ୍ତ୍ରୀ ଡ.ଅରୁଣ ସାହୁ।
Apr 30,2022, 16:11 PM IST
People of Odisha
ଶୋଷରେ ମରିବେ...
ଗୋଟିଏ ପରେ ଗୋଟିଏ ନଦୀକୁ ପଡୋଶୀ ରାଜ୍ୟ ଅକ୍ତିଆର କରି ଚାଲିଥିବା ବେଳେ ଦୂରଦୃଷ୍ଟି ଅଭାବ ଓଡିଶା ସରକାର ନାହିରେ ତେଲ ପକାଇ ଶୋଇଛନ୍ତି।
Apr 28,2022, 21:00 PM IST
Maharashtra Couple
ରାଜଧାନୀରେ ଚାଞ୍ଚଲ୍ୟ, ପ୍ରଥମେ ଶିଶୁକୁ ମାରି ରଶିରେ ଝୁଲିଗଲେ ବାପା ମା'
ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗପାତ୍, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ୧୫ ମାସର ଶିଶୁ ।
Apr 28,2022, 13:48 PM IST
demand of electricity
ଅଶୁଂଘାତ କରାଇବ ଶକ୍ତି ବିଭାଗ
ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ସତର୍କବାଣୀ ଟାଣ ଖରାରେ ବାହାରକୁ ବାହର ନାହିଁ। ଟାଣ ଖରାରେ ହୋଇପାରେ ଅଶୁଂଘାତ। ଖରା ସମୟରେ ଘର ଭିତରେ ରୁହ। ହେଲେ ସେପଟେ ଖରା ସମୟରେ ବିଦ୍ୟୁତ କାଟି ଦେଇ ଗୁଳୁଗୁଳିରେ ସିଝାଉଛନ୍ତି। ପଙ୍ଖା ବୁଲୁ ନାହିଁ କି ବିଦ୍ୟୁତ କେତେବେଳ ଆସିବ ଯିବ ଜଣା ନାହିଁ। ତେଣୁ ଘର ବାହାର ସବୁ ଏବେ ସମାନ ହୋଇ ଯାଇଛି। ରାଜ୍ୟ ଶକ୍ତି ବିଭାଗ
Apr 25,2022, 22:06 PM IST
Odisha
ବିପର୍ଯ୍ୟୟ ମୁକାବଲାର ମାଷ୍ଟର ଓଡ଼ିଶା; ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳକୁ ଦେଉଛି ଶିକ୍ଷା
ପ୍ରାକୃତିକ ବିପର୍ଯ୍ୟୟ (Natural Disaster Management) ମୁକାବଲାରେ ଓଡ଼ିଶା ବିଶ୍ୱର ଏକ ରୋଲ୍ ମଡେଲ। ଓଡ଼ିଶା ମଡେଲକୁ ଆପଣାଇଲେ ୯ ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳ।
Sep 29,2021, 13:13 PM IST
Odisha CM
ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ, ଜାଣନ୍ତୁ କ'ଣ ସବୁ ମିଳିବ ସୁବିଧା..
ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି। ବୁଣାକାରମାନେ ସେମାନଙ୍କ ଦକ୍ଷତା ଦ୍ବାରା ଓଡିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି ଏବଂ ଓଡିଶାର ତିଆରି ହସ୍ତତନ୍ତର ମଧ୍ୟ ବିଶେଷ ଚାହିଦା ରହିଛି।
Aug 13,2021, 18:04 PM IST
One Nation One ration
କେନ୍ଦ୍ର ସରକାରଙ୍କ ଯୋଜନାକୁ ସତରେ ହାଇଜାକ୍ କରୁଛନ୍ତି ରାଜ୍ୟ ସରକାର !
ଜନତା ଖୁସିବ୍ୟକ୍ତ କରିଥିବା ବେଳେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ପୁଣିଥରେ ହାଇଯାକ କରିଥିବା କହି କରିଛନ୍ତି ସମାଲୋଚନା ।
Jul 30,2021, 22:25 PM IST
women's reservation bill
ରାଜନୀତି ମୈଦାନରେ ମହିଳା ସଂରକ୍ଷଣ ବିଲ, ସଂସଦରେ ଦାବି ଆଉ ରାଜ୍ୟରେ ଭିଡ଼ାଓଟରା
ମହିଳା ସଂରକ୍ଷଣ ବିଲ ଲାଗୁ କରିବା ପାଇଁ ସବୁ ରାଜ୍ୟ ଦାବି କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିବସ ବିରୋଧଦୀଙ୍କ ହଟ୍ଟଗୋଳରେ ଶୋଷ ହୋଇଥିବା ବେଳେ ଆଗକୁ ଏ ନେଇ କିଛି ଅଗ୍ରଗତି ହେଉଛି କି ନାହିଁ, ତା ଉପରେ ସମସ୍ତଙ୍କ ନଜର ।
Jul 19,2021, 21:19 PM IST
Dakota
ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶେଷ ସନ୍ତକ 'ଡାକୋଟା'
ଭୁବନେଶ୍ବର ବିମାନବନ୍ଦରରେ ଏହାକୁ ପ୍ରଦର୍ଶନୀ କରିବା ପାଇଁ ଚାଲିଛି ଯୋଜନା । ସେପଟେ ପ୍ରତ୍ନତତ୍ବବିତ୍ତ ଅନିଲ ଧୀର କହିଛନ୍ତି ରାଜ୍ୟ ସରକାର ବାରମ୍ବାର ଏଭଳି ଯୋଜନା କରିଛନ୍ତି ହେଲେ ତାହା ବାସ୍ତବତାରେ ପରିଣତ ହୋଇନାହିଁ।
Jul 2,2021, 21:56 PM IST
Petrol price hike
କୋରୋନା ଯନ୍ତ୍ରଣା ଉପରେ ମହଙ୍ଗା ମଲମ ପେଟ୍ରୋଲ ଦର
କୋରୋନା ମିଟର (Corona Meter) ଉପରକୁ ଯାଇ ତଳକୁ ଖସିଲାଣି । କିନ୍ତୁ ଦେଶରେ ତୈଳ ଦରର ମହଙ୍ଗା ମିଟର୍ ଖସିବାର ନାଁ ଧରୁନି । ରାତି ଯେତେ ଗଡ଼ୁଛି ରାଜ୍ୟର ଗୋଟିଏ ଗୋଟିଏ ସହରରେ ପେଟ୍ରୋଲ-ଡିଜେଲ୍ ଦର ନୂଆ ରେକର୍ଡ ଲେଖୁଛି ।
Jun 29,2021, 20:58 PM IST
BJP
BJP କାର୍ଯ୍ୟକାରିଣୀରେ ରାଜ୍ୟକୁ ଗଣାଇଲେ କେନ୍ଦ୍ରର ସଫଳତା
ଏଥିସହ ପ୍ରଥମ ଲହରରେ ଅସ୍ଥାୟୀ ମେଡିକାଲ ସେଣ୍ଟର ଖୋଲି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏଥର ମେଡିକାଲ ସେଣ୍ଟର ଖୋଲିଲେ ନାହିଁ କି ପୂର୍ବ ଖର୍ଚ୍ଚର ହିସାବ ବି ଦେଲେ ନାହିଁ ।
Jun 28,2021, 21:40 PM IST
No slums
ବର୍ଷ ୨୦୨୩ ସୁଦ୍ଧା ରାଜ୍ୟରେ କୌଣସି ସ୍ଥାନରେ ରହିବ ନାହିଁ ବସ୍ତି
ବସ୍ତିର ଉନ୍ନତି କରିବା ସହ ଏହାର 'ଡି ନୋଟିଫାଏଡ୍' କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜ୍ୟ ପୌର ପରିଷଦ ବ୍ୟୟବରାଦର ୨୫ ପ୍ରତିଶତ ଅର୍ଥ ବସ୍ତିର ଉନ୍ନତି ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି ।
Jun 25,2021, 20:32 PM IST
odisha corona
ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା: ବିଶେଷଜ୍ଞ
ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ, ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା। ଆଗାମୀ ୭ରୁ ୧୦ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ (Lockdown) ସ୍ଥିତି ରହିଛି ତେଣୁ ଓଡ଼ିଶା ସମାନ୍ତରାଳ ସ୍ଥିତିରେ ରହିଛି।
May 19,2021, 13:41 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.